mirror of
https://github.com/MaintainTeam/LastPipeBender.git
synced 2025-03-01 13:58:20 +03:00
2 lines
715 B
Text
2 lines
715 B
Text
NewPipe କୌଣସି ଗୁଗୁଲ୍ framework କରେ ନାହିଁ | ଏହା ଆବଶ୍ୟକ କରୁଥିବା ସୂଚନା ହାସଲ କରିବା ପାଇଁ ଏହା କେବଳ ୱେବସାଇଟ୍ କୁ ବିଶ୍ଳେଷଣ କରେ | ତେଣୁ ଗୁଗୁଲ୍ ସର୍ଭିସ୍ ଇନଷ୍ଟଲ୍ ହୋଇନଥିବା ଡିଭାଇସରେ ଏହି ଆପ୍ ବ୍ୟବହାର କରାଯାଇପାରିବ | ଆହୁରି ମଧ୍ୟ, NewPipe ବ୍ୟବହାର କରିବା ପାଇଁ ଆପଣଙ୍କୁ ଏକ ୟୁଟ୍ୟୁବ୍ ଆକାଉଣ୍ଟ୍ ଦରକାର ନାହିଁ, ଏବଂ ଏହା FLOSS |
|